| S. No. | Title | Description | Office Name | Start Date | End Date | Download/Details |
|---|---|---|---|---|---|---|
| 21 | କାଲିବ୍ରେଟେଡ୍ ବ୍ଲଡ୍ କଲେକ୍ସନ୍ ଡ୍ରେପ୍ , AI ସକ୍ଷମ ସମ୍ପୂର୍ଣ୍ଣ କ୍ୱାଣ୍ଟିଟେଟିଭ୍ ଆନାଲାଇଜର୍ ଏବଂ ୟୁରିନ୍ ରିଏଜେଣ୍ଟ୍ ଷ୍ଟ୍ରିପ୍ - 10P ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି : CDM&PHO, କଳାହାଣ୍ଡି | ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ନିମନ୍ତେ କାଲିବ୍ରେଟେଡ୍ ବ୍ଲଡ୍ କଲେକ୍ସନ୍ ଡ୍ରେପ୍ , AI ସକ୍ଷମ ସମ୍ପୂର୍ଣ୍ଣ କ୍ୱାଣ୍ଟିଟେଟିଭ୍ ଆନାଲାଇଜର୍ ଏବଂ ୟୁରିନ୍ ରିଏଜେଣ୍ଟ୍ ଷ୍ଟ୍ରିପ୍ - 10P ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି : CDM&PHO, କଳାହାଣ୍ଡି |
04-05-2026 | 25-05-2026 -12 PM |
Download (136.41 KB)
|
|
| 22 | ମାସିକ ଭଡ଼ା ଭିତ୍ତିରେ ସି.ଡି.ପି.ଓ. କେସିଙ୍ଗାଙ୍କ ସରକାରୀ ବ୍ୟବହାର ପାଇଁ ଗାଡ଼ି ଯୋଗାଇବା ନିମନ୍ତେ କୋଟେସନ୍ / ଟେଣ୍ଡର ଆହ୍ୱାନ ନୋଟିସ୍ । | ମାସିକ ଭଡ଼ା ଭିତ୍ତିରେ ସି.ଡି.ପି.ଓ. କେସିଙ୍ଗାଙ୍କ ସରକାରୀ ବ୍ୟବହାର ପାଇଁ ଗାଡ଼ି ଯୋଗାଇବା ନିମନ୍ତେ କୋଟେସନ୍ / ଟେଣ୍ଡର ଆହ୍ୱାନ ନୋଟିସ୍ । |
08-05-2026 | 22-05-2026 -1 PM |
Download (1.22 MB)
|
|
| 23 | ମାସିକ ଭଡ଼ା ଭିତ୍ତିରେ DPMU କାର୍ଯ୍ୟାଳୟରେ ସରକାରୀ ବ୍ୟବହାର ପାଇଁ ଗୋଟିଏ ଯାନ ଯୋଗାଇବା ନିମନ୍ତେ କୋଟେସନ / ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି 651 dt.23.04.2026 ର ଶୁଦ୍ଧିପତ୍ର: DD, DPMU (P&S), କଳାହାଣ୍ଡି | ମାସିକ ଭଡ଼ା ଭିତ୍ତିରେ DPMU କାର୍ଯ୍ୟାଳୟରେ ସରକାରୀ ବ୍ୟବହାର ପାଇଁ ଗୋଟିଏ ଯାନ ଯୋଗାଇବା ନିମନ୍ତେ କୋଟେସନ / ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି 651 dt.23.04.2026 ର ଶୁଦ୍ଧିପତ୍ର: DD, DPMU (P&S), କଳାହାଣ୍ଡି |
14-05-2026 | 21-05-2026 -1 PM |
Download (3 MB)
|
|
| 24 | ଇ-ପ୍ରୋକ୍ୟୁରମେଣ୍ଟ ନୋଟିସ୍ ନଂ. ୧୨୦୫/ଏନ୍.ଏ.ସି.(କେ) ତା-୦୮.୦୫.୨୦୨୬ : ଏନ୍.ଏ.ସି, କେସିଙ୍ଗା । | ଇ-ପ୍ରୋକ୍ୟୁରମେଣ୍ଟ ନୋଟିସ୍ ନଂ. ୧୨୦୫/ଏନ୍.ଏ.ସି.(କେ) ତା-୦୮.୦୫.୨୦୨୬ : ଏନ୍.ଏ.ସି, କେସିଙ୍ଗା । |
11-05-2026 | 21-05-2026 -5 PM |
Download (1.06 MB)
|
|
| 25 | ୨୦୨୬-୨୭ ବର୍ଷ ପାଇଁ ପିଏମ୍ ପୋଷଣ / ଏମ୍ଏମ୍ ପୋଷଣ (ମଧ୍ୟାହ୍ନ ଭୋଜନ) କାର୍ଯ୍ୟକ୍ରମ ଅଧୀନରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ପରିବହନ ପାଇଁ ଟେଣ୍ଡର ଆହ୍ୱାନ ସୂଚନା | ୨୦୨୬-୨୭ ବର୍ଷ ପାଇଁ ପିଏମ୍ ପୋଷଣ / ଏମ୍ଏମ୍ ପୋଷଣ (ମଧ୍ୟାହ୍ନ ଭୋଜନ) କାର୍ଯ୍ୟକ୍ରମ ଅଧୀନରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ପରିବହନ ପାଇଁ ଟେଣ୍ଡର ଆହ୍ୱାନ ସୂଚନା |
22-04-2026 | 20-05-2026 - |
Download (3.3 MB)
|
|
| 26 | DPMU କାର୍ଯ୍ୟାଳୟରେ ଗୋଟିଏ ଯାନ ଯୋଗାଇବା ନିମନ୍ତେ କୋଟେସନ / ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି 651 dt.23.04.2026 ର ଶୁଦ୍ଧିପତ୍ର: DD, DPMU (P&S), କଳାହାଣ୍ଡି | ମାସିକ ଭଡ଼ା ଭିତ୍ତିରେ DPMU କାର୍ଯ୍ୟାଳୟରେ ସରକାରୀ ବ୍ୟବହାର ପାଇଁ ଗୋଟିଏ ଯାନ ଯୋଗାଇବା ନିମନ୍ତେ କୋଟେସନ / ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି 651 dt.23.04.2026 ର ଶୁଦ୍ଧିପତ୍ର: DD, DPMU (P&S), କଳାହାଣ୍ଡି |
07-05-2026 | 14-05-2026 -1 PM |
Download (3 MB)
|
|
| 27 | ଗାଡ଼ି ଦୈନିକ ଏବଂ ମାସିକ ଭିତ୍ତିରେ ଭଡ଼ା ସୂତ୍ରରେ ଲଗାଇବା ପାଇଁ ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି: ସି.ଡି.ଏମ ଏବଂ ପି.ଏଚ.ଓ, କଳାହାଣ୍ଡି | ଗାଡ଼ି ଦୈନିକ ଏବଂ ମାସିକ ଭିତ୍ତିରେ ଭଡ଼ା ସୂତ୍ରରେ ଲଗାଇବା ପାଇଁ ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି: ସି.ଡି.ଏମ ଏବଂ ପି.ଏଚ.ଓ, କଳାହାଣ୍ଡି |
16-04-2026 | 11-05-2026 -1 PM |
Download (6.81 MB)
|
|
| 28 | NHM, କଳାହାଣ୍ଡି ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କ୍ୟାଟରିଂ ସେବା - ଭୋଜନ ଏବଂ ଜଳଖିଆ ଯୋଗାଇବା ନିମନ୍ତେ ଟେଣ୍ଡର ଆହ୍ୱାନ ସୂଚନା | NHM, କଳାହାଣ୍ଡି ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କ୍ୟାଟରିଂ ସେବା - ଭୋଜନ ଏବଂ ଜଳଖିଆ ଯୋଗାଇବା ନିମନ୍ତେ ଟେଣ୍ଡର ଆହ୍ୱାନ ସୂଚନା |
15-04-2026 | 11-05-2026 -1 PM |
Download (8.22 MB)
|
|
| 29 | ସର୍କିଟ ହାଉସ୍, ଭବାନୀପାଟଣାଠାରେ ବ୍ୟାପକ ସୁବିଧା ପରିଚାଳନା ସେବା (CFMS) ପ୍ରଦାନ ପାଇଁ ଜିଲ୍ଲା ୱେବସାଇଟରେ ପ୍ରାକ୍-ବିଡ୍ ସ୍ପଷ୍ଟୀକରଣ | ସର୍କିଟ ହାଉସ୍, ଭବାନୀପାଟଣାଠାରେ ବ୍ୟାପକ ସୁବିଧା ପରିଚାଳନା ସେବା (CFMS) ପ୍ରଦାନ ପାଇଁ ଜିଲ୍ଲା ୱେବସାଇଟରେ ପ୍ରାକ୍-ବିଡ୍ ସ୍ପଷ୍ଟୀକରଣ |
30-04-2026 | 08-05-2026 - |
(1.21 MB) Tender-RFP
|
|
| 30 | ଭବାନୀପାଟଣା ସର୍କିଟ୍ ହାଉସ୍ ଠାରେ ସାମଗ୍ରିକ ସୁବିଧା ପରିଚାଳନା ସେବା (CFMS) ଯୋଗାଇଦେବା ପାଇଁ ସଂସ୍ଥା ଚୟନ ନିମନ୍ତେ ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି | ଭବାନୀପାଟଣା ସର୍କିଟ୍ ହାଉସ୍ ଠାରେ ସାମଗ୍ରିକ ସୁବିଧା ପରିଚାଳନା ସେବା (CFMS) ଯୋଗାଇଦେବା ପାଇଁ ସଂସ୍ଥା ଚୟନ ନିମନ୍ତେ ଟେଣ୍ଡର ଆହ୍ୱାନ ବିଜ୍ଞପ୍ତି |
09-04-2026 | 08-05-2026 -1 PM |
Download (392.95 KB)
|
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +