• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
କ୍ରମିକ ସଂଖ୍ୟା ବର୍ଣ୍ଣନା ତାରିଖ ଦେଖନ୍ତୁ/ଡାଉନଲୋଡ୍
1
RCS ଉଡ଼ାନ ଯୋଜନା ଅନ୍ତର୍ଗତ ଉତ୍କେଲା ଏୟାରଷ୍ଟ୍ରିପ୍‌ରେ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମ- ଉତ୍କେଲା ପାଇଁ RFCTLA R&R ଆଇନ, ୨୦୧୩ ର ଧାରା ୪ (୧) ଅନୁଯାୟୀ ବିଜ୍ଞପ୍ତି
18-05-2026 Download (2.18 MB)RCS ଉଡ଼ାନ ଯୋଜନା ଅନ୍ତର୍ଗତ ଉତ୍କେଲା ଏୟାରଷ୍ଟ୍ରିପ୍‌ରେ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମ- ଉତ୍କେଲା ପାଇଁ RFCTLA R&R ଆଇନ, ୨୦୧୩ ର ଧାରା ୪ (୧) ଅନୁଯାୟୀ ବିଜ୍ଞପ୍ତି
2
ଏସ.ଆଇ.ଏ. (SIA) ର ଚୂଡ଼ାନ୍ତ ଚିଠା ରିପୋର୍ଟର ବ୍ୟାପକ ପ୍ରକାଶନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗ ଦ୍ୱାରା ଜାରି କରାଯାଇଥିବା ମହାଜାଲ ନାଳର RFCTLA R&R ଆଇନ, ୨୦୧୩ ର ଧାରା ୪(୧) ଅଧୀନରେ ଅଧିସୂଚନା
13-05-2026 Download (1.95 MB)SIA ର ଚୂଡ଼ାନ୍ତ ଚିଠା ରିପୋର୍ଟ: R&DM ବିଭାଗ ଦ୍ୱାରା ଜାରି କରାଯାଇଥିବା ମହାଜାଲ ନାଳର RFCTLA R&R ଆଇନ, ୨୦୧୩ ର ଧାରା ୪(୧) ଅଧୀନରେ ଅଧିସୂଚନା
3
ଏସ.ଆଇ.ଏ. (SIA) ର ଚୂଡ଼ାନ୍ତ ଚିଠା ରିପୋର୍ଟର ବ୍ୟାପକ ପ୍ରକାଶନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗ ଦ୍ୱାରା ଜାରି କରାଯାଇଥିବା ଡୁମେରପଦର ନାଳର RFCTLA R&R ଆଇନ, ୨୦୧୩ ର ଧାରା ୪(୧) ଅଧୀନରେ ଅଧିସୂଚନା
13-05-2026 Download (1.72 MB)SIA ର ଚୂଡ଼ାନ୍ତ ଚିଠା ରିପୋର୍ଟ: R&DM ବିଭାଗ ଦ୍ୱାରା ଜାରି କରାଯାଇଥିବା ଡୁମେରପଦର ନାଳର RFCTLA R&R ଆଇନ, ୨୦୧୩ ର ଧାରା ୪(୧) ଅଧୀନରେ ଅଧିସୂଚନା
4
ଭାରତ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ନଂ ୧୪୮୯, ତାରିଖ ୨୦-୦୩-୨୦୨୬ : ଜୁନାଗଡ଼-ନବରଙ୍ଗପୁର ନୂତନ ବିଜି (ବ୍ରଡ୍ ଗେଜ୍) ଲାଇନ୍ (୧୧୬.୨୧ କି.ମି.) ନିମନ୍ତେ ଘରୋଇ ଜମି ଅଧିଗ୍ରହଣ ପାଇଁ ରେଳବାଇ ଅଧିନିୟମ-୧୯୮୯ ଅଧୀନରେ ୨୦ (କ) ବିଜ୍ଞପ୍ତି।
26-03-2026 Download (2.38 MB)ଜୁନାଗଡ଼-ନବରଙ୍ଗପୁର ନୂତନ ବିଜି (ବ୍ରଡ୍ ଗେଜ୍) ଲାଇନ୍ (୧୧୬.୨୧ କି.ମି.) ନିମନ୍ତେ ଘରୋଇ ଜମି ଅଧିଗ୍ରହଣ ପାଇଁ ରେଳବାଇ ଅଧିନିୟମ-୧୯୮୯ ଅଧୀନରେ ୨୦ (କ) ବିଜ୍ଞପ୍ତି।
5
ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ ନିମନ୍ତେ RFCTLAR&R ଆଇନ-୨୦୧୩ ର ଧାରା-୨୧(୧) ଓ ୨୧(୨) ଅଧୀନରେ ସାର୍ବଜନୀନ ନୋଟିସ 
09-02-2026 Download (2.71 MB)ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ ନିମନ୍ତେ  RFCTLAR&R ଆଇନ-୨୦୧୩ ର ଧାରା-୨୧(୧) ଓ ୨୧(୨) ଅଧୀନରେ ସାର୍ବଜନୀନ ନୋଟିସ
6
କଳାହାଣ୍ଡି ଜିଲ୍ଲାରେ "M/s ବେଦାନ୍ତ ଲିମିଟେଡ୍ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣି ପରିଚାଳନା" ନିମନ୍ତେ ଥୁ.ରାମପୁର ତହସିଲ ଅନ୍ତର୍ଗତ ତିଜାମାଲି ଗ୍ରାମର ଘରୋଇ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଧାରା-୧୯(୧) ଅଧୀନରେ ଘୋଷଣାନାମା ପାଇଁ ବିଜ୍ଞପ୍ତି
05-02-2026 Download (5.62 MB)କଳାହାଣ୍ଡି ଜିଲ୍ଲାରେ "M/s ବେଦାନ୍ତ ଲିମିଟେଡ୍ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣି ପରିଚାଳନା" ନିମନ୍ତେ ଥୁ.ରାମପୁର ତହସିଲ ଅନ୍ତର୍ଗତ ତିଜାମାଲି ଗ୍ରାମର ଘରୋଇ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଧାରା-୧୯(୧) ଅଧୀନରେ ଘୋଷଣାନାମା ପାଇଁ ବିଜ୍ଞପ୍ତି
7
M/s ବେଦାନ୍ତ ଲିମିଟେଡ୍ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣି ପାଇଁ ତିଜାମାଲି ଗ୍ରାମର ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଅନୁମୋଦିତ ଥଇଥାନ ଓ ପୁନର୍ବାସ (R&R) ଯୋଜନା
04-02-2026 Download (2.87 MB)M/s ବେଦାନ୍ତ ଲିମିଟେଡ୍ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣି ପାଇଁ ତିଜାମାଲି ଗ୍ରାମର ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଅନୁମୋଦିତ ଥଇଥାନ ଓ ପୁନର୍ବାସ (R&R) ଯୋଜନା