• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ଲୋକସଭା ନିର୍ବାଚନ ମଣ୍ଡଳୀ
କ୍ର ନ.ନାମ
୧୧-କଳାହାଣ୍ଡି

ଟିପ୍ପଣୀ :-
୧୧-କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲ୍ଲା ର ସମସ୍ତ ପାଞ୍ଚୋ ଗୋଟି ରାଜ୍ୟ ସଭା ନିର୍ବାଚନ ମଣ୍ଡଳୀ ଓ ନୂଆପଡା ଜିଲ୍ଲା ର ଦୁଇଟି ରାଜ୍ୟ ସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଗଠିତ । ଅର୍ଥାତ ସମ୍ପୂର୍ଣ କଳାହାଣ୍ଡି ଓ ନୂଆପଡା ଜିଲ୍ଲା କୁ ନେଇ ଗଠିତ ।

ରାଜ୍ୟସଭା ନିର୍ବାଚନ ମଣ୍ଡଳୀ
କ୍ର ନ.ନାମ
୦୭୭-ଲାଞ୍ଜିଗଡ଼ (ଏସ୍ଟି)
୦୭୮-ଜୁନାଗଡ
୦୭୯-ଧର୍ମଗଡ
୦୮୦- ଭବାନୀପାଟଣା (ଏସି )
୦୮୧-ନର୍ଲା