କଳାହାଣ୍ଡି ଜିଲ୍ଲା ରେ ୨୦୧୧ ଜନ ଗଣନା ଅନୁସାରେ ୧୩ ଟି ଗୋଷ୍ଠୀ ବା ବ୍ଲକ , ୩୧୦ ଟି ଗ୍ରାମ ପଞ୍ଚାୟତ ଓ ୨୨୫୩ ଟି ଗ୍ରାମ ( ଯେଉଁ ଥିରୁ ୨୧୧୬ ଟି ନିବାସୀ ଗ୍ରାମ ଏବଂ ୧୩୭ ଟି ଅଣନିବାସୀ ଗ୍ରାମ ଅଟେ ) ଅଛି ।
| ନାମ | ପଞ୍ଚାଯତ ସଂଖ୍ୟା |
|---|---|
| ଭବାନୀପାଟଣା | ୩୬ |
| କର୍ଲାମୁଣ୍ଡା | ୧୨ |
| କେସିଙ୍ଗା | ୨୬ |
| ଲାଞ୍ଜିଗଢ଼ | ୨୬ |
| ମଦନପୁର ରାମପୁର | ୧୯ |
| ନର୍ଲା | ୨୬ |
| ଥୁଆମୂଳ ରାମପୁର | ୨୪ |
| ଧର୍ମଗଡ | ୨୪ |
| ଗୋଲାମୁଣ୍ଡା | ୨୮ |
| ଜୟପାଟଣା | ୨୨ |
| ଜୁନାଗଡ | ୩୪ |
| କଲମପୁର | ୧୧ |
| କୋକସରା | ୨୨ |