• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କଳାହାଣ୍ଡି -ନୂଆପଡା ବିଚାର ମଣ୍ଡଳ-କ୍ଷେତ୍ର ତା ୨୮.୦୨.୧୯୮୨ ରିଖ ରେ ବଲାଙ୍ଗୀର-କଳାହାଣ୍ଡି ବିଚାର ମଣ୍ଡଳ-କ୍ଷେତ୍ର ଠାରୁ ଅଲଗା ହୋଇଥିଲା ଏବଂ ତା ୨୮.୦୨.୧୯୮୨ ରିଖ ଠାରୁ କାର୍ଯ୍ୟ କ୍ରମ ଆରମ୍ଭ କରିଥିଲା । ପରେ ତା ୦୭.୦୭.୨୦୧୨ ରିଖ ରେ ନୂଆପଡା ବିଚାର ମଣ୍ଡଳ-କ୍ଷେତ୍ର କଳାହାଣ୍ଡି ରୁ ପୃଥକ ହୋଇଥିଲା ।

ନିମ୍ନ ଲିଖିତ ନ୍ୟାୟାଳୟ ଗୁଡିକ କଳାହାଣ୍ଡି ବିଚାର ମଣ୍ଡଳ-କ୍ଷେତ୍ର ମଧ୍ୟ ରେ ଆସୁଛି ।

  1. ଜିଲ୍ଲା ଓ ଦୌରା ନ୍ୟାୟାଧୀଶ. କଳାହାଣ୍ଡି , ଭବାନୀପାଟଣା
  2. ଅତିତିକ୍ତ ଜିଲ୍ଲା ନ୍ୟାୟାଧୀଶ ଓ ବିଶେଷ ନ୍ୟାୟାଧୀଶ ( ଭିଜିଲାନ୍ସ )
  3. ଅତିତିକ୍ତ ଜିଲ୍ଲା ଓ ଦୌରା ନ୍ୟାୟାଧୀଶ, କଳାହାଣ୍ଡି , ଭବାନୀପାଟଣା
  4. ନ୍ୟାୟାଧୀଶ, ପାରିବାରିକ ନ୍ୟାୟାଳୟ , କଳାହାଣ୍ଡି , ଭବାନୀପାଟଣା
  5. ଅତିତିକ୍ତ ଜିଲ୍ଲା ଓ ଦୌରା ନ୍ୟାୟାଧୀଶ, କଳାହାଣ୍ଡି , ଧର୍ମଗଡ
  6. ମୁଖ୍ୟ ନ୍ୟାୟାଧୀକ ବିଚାରପତି , କଳାହାଣ୍ଡି , ଭବାନୀପାଟଣା
  7. ସହୟାୟକ ଦୌରା ନ୍ୟାୟାଧୀଶ (ଏସ.ଟି.ସି.) ଓ ରେଜିଷ୍ଟାର ନାଗରିକ ନ୍ୟାୟାଳୟ ,କଳାହାଣ୍ଡି , ଭବାନୀପାଟଣା
  8. ନାଗରିକ ନ୍ୟାୟାଧୀଶ ( ବାରିଷ୍ଟ ବିଭାଗ ), କଳାହାଣ୍ଡି , ଭବାନୀପାଟଣା
  9. ନାଗରିକ ନ୍ୟାୟାଧୀଶ ( ବାରିଷ୍ଟ ବିଭାଗ ),କଳାହାଣ୍ଡି , ଧର୍ମଗଡ
  10. ଉପଖଣ୍ଡ ଅଦାଲତ ବିଚାରପତି ,କଳାହାଣ୍ଡି , ଭବାନୀପାଟଣା
  11. ଉପଖଣ୍ଡ ଅଦାଲତ ବିଚାରପତି ,କଳାହାଣ୍ଡି , ଧର୍ମଗଡ
  12. ୧୨. ନାଗରିକ ନ୍ୟାୟାଧୀଶ ( କନିଷ୍ଟ ବିଭାଗ ) ଓ ଜେ.ଏମ.ଏଫ.ସି., କଳାହାଣ୍ଡି , ଭବାନୀପାଟଣା
  13. ୧୩. ଜେ.ଏମ.ଏଫ.ସି., କଳାହାଣ୍ଡି , ଜୟପାଟଣା
  14. ୧୪. ଜେ.ଏମ.ଏଫ.ସି., କଳାହାଣ୍ଡି , ମାଦାନପୁର ରାମପୁର ।
  15. ୧୫. ନ୍ୟାୟାଧୀକାରୀ, ଗ୍ରାମ ନ୍ୟାୟାଳୟ , ଜୁନାଗଡ
  16. ୧୬. ଜେ.ଏମ.ଏଫ.ସି., କଳାହାଣ୍ଡି , କେସିଙ୍ଗା ।

ଅଧିକ ପଢନ୍ତୁ