• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲା ର ମୁଖ୍ୟ ରେଳ ଷ୍ଟସନ ଗୁଡିକ ହେଲା ଜୁନାଗଡ ରୋଡ , ଭବାନୀପାଟଣା , କେଶିଙ୍ଗା ,ନର୍ଲା  କିନ୍ତୁ ଲାଞ୍ଜିଗଡ ଯିବାକୁ ହେଲେ ରାୟଗଡ଼ା ଜିଲ୍ଲା ର ଅମ୍ବାତୋଳା ରେଳ ଷ୍ଟେସନ ପାଖ ପଡେ  । ଅମ୍ବାତୋଳା ରେଳ ଷ୍ଟେସନ,   ବିଶ୍ଵନାଥପୁର ଠାରୁ ମାତ୍ର ୨.୫  କିମି   । ପାଖ  ଏୟାର ପୋର୍ଟ ଗୁଡିକ ହେଲା ଭୁବନେଶ୍ଵର ( ୪୧୮ କି. ମି. ) , ରାୟପୁର (୨୬୧ କି.ମି.)  , ବିଶାଖାପାଟଣା । କଳାହାଣ୍ଡି ରୁ ବିଭିନ୍ନ ଜିଲ୍ଲା ଓ ସହର କୁ ପ୍ରତି ଦିନ ବସ ସେବା ର ସୁବିଧା ଅଛି । ଯଥା କୋରାପୁଟ , ଗଞ୍ଜାମ ,କଟକ, ଭୁବନେଶ୍ବର । ଓଡିଶା ସରକାର ଙ୍କ ଓ.ଏସ.ଆର.ଟି.ସି. ତଥା ଅଣ ସରକାରୀ ବସ ସେବା ର ସୁବିଧା ଅଛି ।

 

  • ବିମାନ ମାର୍ଗରେ : ରାୟପୁର , ଭୁବନେଶ୍ବର, ବିଶାଖାପାଟଣା ହେଉଛି ପାଖ ଉଡା ଜାହାଜ ବନ୍ଦର ।
  • ରେଳଗାଡ଼ିରେ : ଭବାନୀପାଟଣା , କେସିଙ୍ଗା ଓ ଜୁନାଗଡ ରୋଡ
  • ସଡ଼କ ପଥରେ : ଏନଏଚ ୨୬ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ,ରାଇପୁର ଓ ବିଶାଖାପାଟଣା ସହିତ ଯୋଗା ଯୋଗ ଅଛି ।