• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Documents
1 ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଅତିଥି ଅଧ୍ୟାପକ/ଅଧ୍ୟାପିକା (ଗେଷ୍ଟ ଫ୍ୟାକଲ୍ଟି) ନିଯୁକ୍ତି ନିମନ୍ତେ ବିଜ୍ଞାପନ: ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ସରକାରୀ ବୃତ୍ତିଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନର୍ଲା ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଅତିଥି ଅଧ୍ୟାପକ/ଅଧ୍ୟାପିକା (ଗେଷ୍ଟ ଫ୍ୟାକଲ୍ଟି) ନିଯୁକ୍ତି ନିମନ୍ତେ ବିଜ୍ଞାପନ: ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ସରକାରୀ ବୃତ୍ତିଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନର୍ଲା 11-06-2026 17-06-2026
2 ଓଏଭି, ଚପଟଖଣ୍ଡା, ନର୍ଲା ଅନ୍ତର୍ଗତ ୧୦୦ ଆସନ ବିଶିଷ୍ଟ ବାଳକ ଛାତ୍ରାବାସର ବିଭିନ୍ନ ପଦବୀ ପାଇଁ ସାକ୍ଷାତ୍କାରରେ ଯୋଗଦାନ ସମ୍ବନ୍ଧୀୟ ସୂଚନା ଏବଂ ଅଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା। ଓଏଭି, ଚପଟଖଣ୍ଡା, ନର୍ଲା ଅନ୍ତର୍ଗତ ୧୦୦ ଆସନ ବିଶିଷ୍ଟ ବାଳକ ଛାତ୍ରାବାସର ବିଭିନ୍ନ ପଦବୀ ପାଇଁ ସାକ୍ଷାତ୍କାରରେ ଯୋଗଦାନ ସମ୍ବନ୍ଧୀୟ ସୂଚନା ଏବଂ ଅଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା। 10-06-2026 10-06-2026
3 NHM, କଳାହାଣ୍ଡି ଅଧୀନରେ ଥିବା NRC ରେ ପୋଷଣ ବିଶେଷଜ୍ଞ-ତଥା-ପରାମର୍ଶଦାତା ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ୱାକ୍-ଇନ୍ ଇଣ୍ଟରଭ୍ୟୁ NHM, କଳାହାଣ୍ଡି ଅଧୀନରେ ଥିବା NRC ରେ ପୋଷଣ ବିଶେଷଜ୍ଞ-ତଥା-ପରାମର୍ଶଦାତା ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ୱାକ୍-ଇନ୍ ଇଣ୍ଟରଭ୍ୟୁ 06-06-2026 06-06-2026
4 ୩୫ ଗୋଟି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୦୧ ଗୋଟି ସରକାରୀ ବୃତ୍ତିଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ କଳାହାଣ୍ଡି ଜିଲ୍ଲାର ୩୫ ଗୋଟି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୦୧ ଗୋଟି ସରକାରୀ ବୃତ୍ତିଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଶିକ୍ଷକ/ଶିକ୍ଷୟିତ୍ରୀ (Guest faculties) ନିଯୁକ୍ତି ନିମନ୍ତେ ବିଜ୍ଞାପନ 05-06-2026 18-06-2026
5 Cancellation of Advertisement for the post of Nutritionist -cum-Counsellor (NRC) under NHM, Kalahandi issued vide Adv. No.2199 dated.14-05-2026 Cancellation of Advertisement for the post of Nutritionist -cum-Counsellor (NRC) under NHM, Kalahandi issued vide Adv. No.2199 dated.14-05-2026 02-06-2026 09-06-2026
6 AYUSH M.O. Homeopathy (Co-located & RBSK) ପଦବୀ ନିମନ୍ତେ ବିଜ୍ଞାପନ ସଂଖ୍ୟା ୨୩, ତାରିଖ ୦୩-୦୧-୨୦୨୬ ଅନୁଯାୟୀ ପ୍ରାର୍ଥୀମାନଙ୍କର ଅସ୍ଥାୟୀ ଚୟନ AYUSH M.O. Homeopathy (Co-located & RBSK) ପଦବୀ ନିମନ୍ତେ ବିଜ୍ଞାପନ ସଂଖ୍ୟା ୨୩, ତାରିଖ ୦୩-୦୧-୨୦୨୬ ଅନୁଯାୟୀ ପ୍ରାର୍ଥୀମାନଙ୍କର ଅସ୍ଥାୟୀ ଚୟନ 29-04-2026 28-05-2026
7 କଳାହାଣ୍ଡିର ବିଭିନ୍ନ OAV ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ତାଲିକାଭୁକ୍ତ ନିମନ୍ତେ ବିଜ୍ଞାପନ : ୩୧.୦୩.୨୦୨୬ ତାରିଖରେ OAV, ମସାଣିମୁଣ୍ଡା, କେସିଙ୍ଗା ଠାରେ ୱାକ୍-ଇନ୍-ଇଣ୍ଟରଭ୍ୟୁ (କେବଳ ପ୍ରମାଣପତ୍ର ଯାଞ୍ଚ) କଳାହାଣ୍ଡିର ବିଭିନ୍ନ OAV ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ତାଲିକାଭୁକ୍ତ ନିମନ୍ତେ ବିଜ୍ଞାପନ : ୩୧.୦୩.୨୦୨୬ ତାରିଖରେ OAV, ମସାଣିମୁଣ୍ଡା, କେସିଙ୍ଗା ଠାରେ ୱାକ୍-ଇନ୍-ଇଣ୍ଟରଭ୍ୟୁ (କେବଳ ପ୍ରମାଣପତ୍ର ଯାଞ୍ଚ) 31-03-2026 31-03-2026
8 ବିଜ୍ଞାପନ ସଂଖ୍ୟା ୨୩, ତାରିଖ: ୦୩-୦୧-୨୦୨୬ ପ୍ରସଙ୍ଗରେ ଆୟୁଷ M.O. BHMS RBSK (ପୁରୁଷ) ପଦବୀ ନିମନ୍ତେ ପ୍ରାର୍ଥୀମାନଙ୍କର ସଂଶୋଧିତ ଡାଟାବେସ୍ (ତଥ୍ୟାବଳୀ) ସମ୍ପର୍କିତ ଶୁଦ୍ଧିପତ୍ର ବିଜ୍ଞାପନ ସଂଖ୍ୟା ୨୩, ତାରିଖ: ୦୩-୦୧-୨୦୨୬ ପ୍ରସଙ୍ଗରେ ଆୟୁଷ M.O. BHMS RBSK (ପୁରୁଷ) ପଦବୀ ନିମନ୍ତେ ପ୍ରାର୍ଥୀମାନଙ୍କର ସଂଶୋଧିତ ଡାଟାବେସ୍ (ତଥ୍ୟାବଳୀ) ସମ୍ପର୍କିତ ଶୁଦ୍ଧିପତ୍ର 18-03-2026 31-03-2026
9 ବିଜ୍ଞାପନ ସଂଖ୍ୟା ୨୩, ତାରିଖ ୦୩-୦୧-୨୦୨୬ ଅନୁଯାୟୀ, NHM କଳାହାଣ୍ଡି ଅଧୀନରେ ଏମ୍.ଓ. ଆୟୁଷ ପଦବୀ ନିମନ୍ତେ ଆବେଦନକାରୀମାନଙ୍କର ଡ୍ରାଫ୍ଟ ଡାଟାବେସ୍ ସମ୍ପର୍କିତ ବିଜ୍ଞପ୍ତି ବିଜ୍ଞାପନ ସଂଖ୍ୟା ୨୩, ତାରିଖ ୦୩-୦୧-୨୦୨୬ ଅନୁଯାୟୀ, ଏନ୍.ଏଚ୍.ଏମ୍. (NHM) କଳାହାଣ୍ଡି ଅଧୀନରେ ଏମ୍.ଓ. ଆୟୁଷ (ହୋମିଓପାଥିକ୍) କୋ-ଲୋକେଟେଡ୍ ଏବଂ ଏମ୍.ଓ. ଆୟୁଷ (ହୋମିଓପାଥିକ୍)-ଆର୍.ବି.ଏସ୍.କେ. (RBSK) ପଦବୀ ନିମନ୍ତେ ଆବେଦନକାରୀମାନଙ୍କର ଡ୍ରାଫ୍ଟ ଡାଟାବେସ୍ ସମ୍ପର୍କିତ ବିଜ୍ଞପ୍ତି 13-03-2026 31-03-2026
10 NHM, କଳାହାଣ୍ଡି ଅଧୀନରେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ୍ ପଦବୀ ପାଇଁ ପ୍ରାର୍ଥୀ ଚୟନ ସମ୍ବନ୍ଧୀୟ ବିଜ୍ଞପ୍ତି NHM, କଳାହାଣ୍ଡି ଅଧୀନରେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ୍ ପଦବୀ ପାଇଁ ପ୍ରାର୍ଥୀ ଚୟନ ସମ୍ବନ୍ଧୀୟ ବିଜ୍ଞପ୍ତି 02-03-2026 02-04-2026
11 ଜଳସାଥୀ ପଦବୀ ନିମନ୍ତେ ବିଜ୍ଞାପନ : ବିଜ୍ଞାପିତ ଅଞ୍ଚଳ ପରିଷଦ, କେସିଙ୍ଗା ଜଳସାଥୀ ପଦବୀ ନିମନ୍ତେ ବିଜ୍ଞାପନ : ବିଜ୍ଞାପିତ ଅଞ୍ଚଳ ପରିଷଦ, କେସିଙ୍ଗା  02-03-2026 12-03-2026
12 ସମ୍ପୂର୍ଣ୍ଣ ଅସ୍ଥାୟୀ (ଚୁକ୍ତିଭିତ୍ତିକ) ଆଧାରରେ ଆଡ୍-ହକ୍ ବେଞ୍ଚ୍ କ୍ଲର୍କ (ଗ୍ରେଡ୍-୧) ନିଯୁକ୍ତି ନିମନ୍ତେ ୨୦୨୬ ମସିହାର ବିଜ୍ଞାପନ ସଂଖ୍ୟା ୦୧ : ଜିଲ୍ଲା ବିଚାରପତିଙ୍କ କାର୍ଯ୍ୟାଳୟ, କଳାହାଣ୍ଡି, ଭବାନୀପାଟଣା ସମ୍ପୂର୍ଣ୍ଣ ଅସ୍ଥାୟୀ (ଚୁକ୍ତିଭିତ୍ତିକ) ଆଧାରରେ ଆଡ୍-ହକ୍ ବେଞ୍ଚ୍ କ୍ଲର୍କ (ଗ୍ରେଡ୍-୧) ନିଯୁକ୍ତି ନିମନ୍ତେ ୨୦୨୬ ମସିହାର ବିଜ୍ଞାପନ ସଂଖ୍ୟା ୦୧ : ଜିଲ୍ଲା ବିଚାରପତିଙ୍କ କାର୍ଯ୍ୟାଳୟ, କଳାହାଣ୍ଡି, ଭବାନୀପାଟଣା 26-02-2026 12-03-2026
13 OAV ଗୋଲାମୁଣ୍ଡା ଠାରେ MDM ଅଧୀନରେ ପାଚିକା-ତଥା-ସହାୟିକା (CCH) ଚୟନ ନିମନ୍ତେ ବିଜ୍ଞାପନ OAV ଗୋଲାମୁଣ୍ଡା ଠାରେ MDM ଅଧୀନରେ ପାଚିକା-ତଥା-ସହାୟିକା (CCH) ଚୟନ ନିମନ୍ତେ ବିଜ୍ଞାପନ 19-02-2026 25-02-2026
14 କନିଷ୍ଠ କିରାଣି, ଷ୍ଟେନୋଗ୍ରାଫର ଗ୍ରେଡ୍-୩, କନିଷ୍ଠ ଟାଇପିଷ୍ଟ, କପିଷ୍ଟ ଏବଂ ବେତନଭୋଗୀ ଅମୀନ ପଦବୀ ନିମନ୍ତେ ଅନୁଷ୍ଠିତ ଲିଖିତ ପରୀକ୍ଷାର ଫଳାଫଳ: ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟ, କଳାହାଣ୍ଡି କନିଷ୍ଠ କିରାଣି, ଷ୍ଟେନୋଗ୍ରାଫର ଗ୍ରେଡ୍-୩, କନିଷ୍ଠ ଟାଇପିଷ୍ଟ, କପିଷ୍ଟ ଏବଂ ବେତନଭୋଗୀ ଅମୀନ ପଦବୀ ନିମନ୍ତେ ଅନୁଷ୍ଠିତ ଲିଖିତ ପରୀକ୍ଷାର ଫଳାଫଳ: ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟ, କଳାହାଣ୍ଡି 16-02-2026 03-03-2026
15 ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚପଟଖଣ୍ଡା, ନର୍ଲା ରେ ଅବସ୍ଥିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ବିଭିନ୍ନ ଚୁକ୍ତି ଭିତ୍ତିକ କର୍ମଚାରୀ ନିୟୋଜନ ପାଇଁ ବିଜ୍ଞାପନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚପଟଖଣ୍ଡା, ନର୍ଲା ରେ ଅବସ୍ଥିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ବିଭିନ୍ନ ଚୁକ୍ତି ଭିତ୍ତିକ କର୍ମଚାରୀ ନିୟୋଜନ ପାଇଁ ବିଜ୍ଞାପନ 14-02-2026 02-03-2026