• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ, More on Tourisim, ପ୍ରାକୃତିକ

ଭବାନୀପାଟଣା ଜିଲ୍ଲା ର ମୁଖ୍ୟ ପ୍ରଶାଶନିକ କେନ୍ଦ୍ର । ଭବାନୀପାଟଣା ଠାରୁ  ବିଭିନ୍ନ ପସନ୍ଦ ସ୍ଥାନ କୁ ଯାଇହେବ ଯାହା କି ଟୁରିଷ୍ଟ ମାନଚିତ୍ର ରେ ଦର୍ଶା ଯାଇଅଛି । କର୍ଲା ପାଟ ଅଭୟାରଣ୍ୟ, ଜଳ ପ୍ରପାତ , ଗୁଡାହାଣ୍ଡି , ଡୋକରିଚଞ୍ଚରା , ଜୁନାଗଡ ଇତ୍ୟାଦି ଯାହା        ପସନ୍ଦ ସ୍ଥାନ ପୃଷ୍ଠା        ରେ ଦର୍ଶା ଯାଇଛି । ମା ମାଣିକେଶ୍ବରୀ କଳାହାଣ୍ଡି ର ଆରାଧ୍ୟ ଦେବୀ , ତାଙ୍କ ମନ୍ଦିର ଭବାନୀପାଟଣା ର ମୁଖ୍ୟ ଆକର୍ଷଣ ।

ବିମାନ ମାର୍ଗରେ
ରାୟପୁର , ଭୁବନେଶ୍ବର, ବିଶାଖାପାଟଣା ହେଉଛି ପାଖ ଉଡା ଜାହାଜ ବନ୍ଦର ।

ସଡ଼କ ପଥରେ
ଏନଏଚ ୨୬ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ,ରାଇପୁର ଓ ବିଶାଖାପାଟଣା ସହିତ ଯୋଗା ଯୋଗ ଅଛି ।

ରେଳଗାଡ଼ିରେ
ଭବାନୀପାଟଣା , କେସିଙ୍ଗା

ନୌକା ଚାଳନା ପ୍ରତିଯୋଗୀତା , ଉପର ଇନ୍ଦ୍ରାବତୀ , Ambapani Sanctuary , ଗୁଡହାଣ୍ଡି , ଫୁର୍ଲିଝରଣ , Kadyan