ଜନସାଧାରଣ ଖତିଆନ ର ନକଲ ତହସିଲ କାର୍ଯ୍ୟାଳୟ ରୁ ପାଇପାରିବେ କିମ୍ବା ଜନସେବା କେନ୍ଦ୍ର ଦ୍ଵାରା ପାଇପାରିବେ ଏହା ଇ-ଜିଲ୍ଲା ସେବାରେ ଅନ୍ତତ୍ତର ଭୁକ୍ତ ।
ଯାଆନ୍ତୁ: http://bhulekh.ori.nic.in/
ସ୍ଥାନ : ତହସିଲ କାର୍ଯ୍ୟାଳୟ | ସହର : ଭାବନୀପାଟଣା | ପିନ କୋଡ୍ : ୭୬୬୦୦୧
ଫୋନ : ୦୬୬୭୦-୨୩୦୨୦୧ | ମୋବାଇଲ : ୭୯୭୮୭୫୯୭୨୯| ଇମେଲ୍ : adm-kalahando[dot]od[at]nic[dot]in