ଅଭିଯୋଗ ଶୁଣାଣି ପାଇଁ ଆପଣ ନିମ୍ନ ଲିଖିତ ଦୁଇ ପ୍ରକାର ଉପାଯରେ ଅଭିଯୋଗ ଦାଖଲ କରିପାରିବେ ।
- ଇ-ଅଭିଯୋଗ ଓ
- ପାରମ୍ପାରିକ ଉପାୟ
ଇ-ଅଭିଯୋଗ
ଏହି ଉପାୟ ରେ ଆପଣ ଘରେ ବସିକି ନିଜର ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ଅପଙ୍କୁ ଇଣ୍ଟେର୍ନେଟ ଆବଶ୍ୟକ। ତଳେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ ।
ଇ-ଅଭିଯୋଗ ପାଇଁ ଦୟା କରି ଏଠାରେ କ୍ଲିକ କରନ୍ତୁ ……..
ପାରମ୍ପାରିକ ଉପାୟ
ପ୍ରତି ସୋମୋବାର ଦିନ ପ୍ରତେକ ଗ୍ରାମ ପଞ୍ଚାୟତ ରେ, ଗୋଷ୍ଠୀ କେନ୍ଦ୍ର ରେ ଏବଂ ଜିଲ୍ଲା ରେ ଅଭିଯୋଗ ଶୁଣାଣି ହୋଇଥାଏ । ନାଗରିକ ମାନେ ସିଧା ସଳଖ ଉପଯୁକ୍ତ ଅଧିକାରୀ ସହିତ ପାରସ୍ପରିକ କଥା ବାର୍ତ୍ତା ହୋଇଥାନ୍ତି
ଯାଆନ୍ତୁ: http://cmgcodisha.gov.in/
କଳାହାଣ୍ଡି
ଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ କଲେଟୋରେଟ , ଭବାନୀପାଟଣା-୭୬୬୦୦୧
ସ୍ଥାନ : ଭବାନୀପାଟଣା | ସହର : ଭବାନୀପାଟଣା | ପିନ କୋଡ୍ : ୭୬୬୦୦୧
ଫୋନ : ୦୬୬୭୦-୨୩୦୨୦୧ | ମୋବାଇଲ : ୯୬୬୮୩୦୩୪୫୬| ଇମେଲ୍ : dm-kalahandi[at]nic[dot]in