• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଭରତ ସ୍ଵାଧୀନ ପରେ , ବର୍ଷ ୧୯୪୯ ରେ କଳାହାଣ୍ଡି ପୁଲିସ ଗଠନ ହୋଇଥିଲା । ଶ୍ରୀ କେ ସି କାନୁନଗୋ , ଓ ପି ଏସ ପ୍ରଥମ ଏସ ପି ଥିଲେ ଏବଂ ଷେ ୨୩.୧୧.୧୯୪୯ ରୁ ୧୨.୧୧.୧୯୫୦ ପର୍ଯ୍ୟନ୍ତ ଏହି ପଦ ରେ ଥିଲେ।
ଉଦେଶ୍ୟ ଓ କର୍ତ୍ତବ୍ୟ ହେଲା : ଅଇନି କୁ ରକ୍ଷା କରିବା ଅପରାଦ୍ଧ କୁ ନିୟନ୍ତ୍ରଣ କରିବା ସମାଜ ରେ ଭାଇଚାରା ବଜାୟ ରଖିବା । ଜନାଭୁମୁଖୀ ହେବା । ବିଶେଷ କରି ଦୂର୍ବଳ ବର୍ଗ , ମହିଳା , ଶିଶୁ ଓ ବୟସ୍କ ମାନଙ୍କୁ ଧ୍ୟାନ ଦେବା।

ଅଧିକ ଜାଣନ୍ତୁ . . . . .