• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଜିଲ୍ଲା ରେ ୨୦୧୧ ଜନ ଗଣନା ଅନୁସାରେ ୧୩ ଟି ଗୋଷ୍ଠୀ ବା ବ୍ଲକ , ୩୧୦ ଟି ଗ୍ରାମ ପଞ୍ଚାୟତ ଓ ୨୨୫୩ ଟି ଗ୍ରାମ ( ଯେଉଁ ଥିରୁ ୨୧୧୬ ଟି ନିବାସୀ ଗ୍ରାମ ଏବଂ ୧୩୭ ଟି ଅଣନିବାସୀ ଗ୍ରାମ ଅଟେ ) ଅଛି ।

 ସଂକ୍ଷିପ୍ତ ରେ
ନାମପଞ୍ଚାଯତ ସଂଖ୍ୟା
ଭବାନୀପାଟଣା୩୬
କର୍ଲାମୁଣ୍ଡା୧୨
କେସିଙ୍ଗା୨୬
ଲାଞ୍ଜିଗଢ଼୨୬
ମଦନପୁର ରାମପୁର୧୯
ନର୍ଲା୨୬
ଥୁଆମୂଳ ରାମପୁର୨୪
ଧର୍ମଗଡ୨୪
ଗୋଲାମୁଣ୍ଡା୨୮
ଜୟପାଟଣା୨୨
ଜୁନାଗଡ୩୪
କଲମପୁର୧୧
କୋକସରା୨୨